Jump to content

ନିର୍ବିଣ୍ଣ

ଉଇକିଅଭିଧାନ‌ରୁ

ନିର୍ବିଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ନିର୍ବିଦ, ନିର୍ବିନ୍ନଅନ୍ୟରୁପ

=== ସଂସ୍କୃତ - ବିଶେଷଣ - (ନିର୍+ବିଦ୍ ଧାତୁ=ଜାଣିବା+କର୍ତ୍ତୃ. ତ)

୧. ଚେତନାଶୂନ୍ୟ —୧. Senseless.
୨. ଭୟଶୋକାଦିଦ୍ୱାରା ଅତି କାତର — ୨. Overcome with grief or fear.
୩. ଦୁର୍ଦଶାଗ୍ରସ୍ତ; କ୍ଳିଷ୍ଟୃ —୩. Afflicted; distressed.
୪. ଅନୁତପ୍ତ; ଖିନ୍ନ —୪. Sorrowing; penitent; despondent; depressed.