ନିର୍ବିବାଦୀ
ଦେଖଣା
ନିର୍ବିବାଦୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ନିର୍ବିବାଦ)
[ସମ୍ପାଦନା]- ୧. ନିଃସନ୍ଦେହ — ୧. Undoubted.
ସୁଗନ୍ଧା ଶତକୁମ୍ଭା ପଞ୍ଚଯକ୍ଷା ନଦୀ ଯେ ଦେଖୁଛି ତା ପୁଣ୍ୟ ହୁଏ ନିର୍ବବାଦୀ କୃଷ୍ଣିସିଂହ. ମହାଭାରତ ବନ
- ୨. ଶତ୍ରୃଶୁନ୍ୟ —୨. Free from enemies.
ଶତେକ ଅଶ୍ୱମେଧ ବାଜପେୟ ଆଦି ଯାଗ ରାମ କଲେ ହୋଇଣ ନିର୍ବିବାଦୀ କୃଷ୍ଣସିଂହ. ମହାଭାରତ ବନ