Jump to content

ନିର୍ବିବେକ

ଉଇକିଅଭିଧାନ‌ରୁ

ନିର୍ବିବେକ

ଉଚ୍ଚାରଣ

[ସମ୍ପାଦନା]
(ନିର୍ବିବେକା—ସ୍ତ୍ରୀ) 

[ ନିର୍ବିବେକତା(ତି)—ବି]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରିହି; ନିର୍+ବିବେକ)

[ସମ୍ପାଦନା]
୧. ବିବେକ ବା ହିତାହିତ ରଜ୍ଞାନଶୂନ୍ୟ; ଅବିବେକି — ୧. Unconscientious; indiscrimi nating.
୨. ନିର୍ବୋଧ; ଅବିଚକ୍ଷଣ —୨. Foolish.
୩. ଅବିଜ୍ଞ; ଅଜ୍ଞ —୩. Ignorant; stupid.