Jump to content

ନିର୍ବିରୋଧ

ଉଇକିଅଭିଧାନ‌ରୁ

ନିର୍ବିରୋଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରିହି; ନିର୍+ବିରୋଧ)

[ସମ୍ପାଦନା]
୧. ବିରୋଧ ରହିତ —୧. Unopposed; undisputed; free from strife or opposition.
୨. ଶାନ୍ତ —୨. Calm; peaceful; peacable.