ନିର୍ବିଷୀ
ଦେଖଣା
ନିର୍ବିଷୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିର୍ବିଷୀ
—* ହିନ୍ଦୀ: जदबार |
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତୃଣବିଶେଷ — A kind of grass.
[ ଦ୍ର—ଏହା ପଶ୍ଚିମୋତ୍ତର ହିମା ଳୟରେ , କାଶ୍ମିର ଓ ମଳୟଗିରିରେ ଜନ୍ମ ଏହାର ମୂଳ ସର୍ପାଦିଙ୍କର ଓ ଅନ୍ୟ୍ୟପ୍ରକାର ବିଷର ଦୋଷ ନାଶ କରେ ବୈଦିକ ମତରେ ଏହାର ଚେର କଟୁ, ଶୀତଳ, ବ୍ରଣାରେଗ୍ୟକାରୀ, ବିଷହର, କଫ, ବାତ, ପିତ୍ତ ଓ ରୁଧିର ବିକାରନାଶକ—ହିନ୍ଦୀ - ସାଗର ]