Jump to content

ନିର୍ବୀର୍ଯ୍ୟ

ଉଇକିଅଭିଧାନ‌ରୁ

ନିର୍ବୀର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]
(ନିର୍ବୀର୍ଯ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବହୁବ୍ରିହି; ନିର୍+ବୀର୍ଯ୍ୟ)

[ସମ୍ପାଦନା]
୧. ଦୁର୍ବଳ; ବଳହୀନ — ୧. Powerless.
୨. ପୁରୁଷତ୍ୱହୀନ —୨. Impotent.
୩. କ୍ଷୀଣ —୩. Feeble; weak.
୪. ନିସ୍ତେଜ —୪. Vigourless.