Jump to content

ନିର୍ବୁଦ୍ଧି

ଉଇକିଅଭିଧାନ‌ରୁ

ନିର୍ବୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରିହି; ନିର୍+ବୁଦ୍ଧି)

[ସମ୍ପାଦନା]
୧. ବୁଦ୍ଧିହୀନ — Witless; foolish.
୨. ବୋକା; ଓଲୁ —୨. Silly; stupid.