ନିର୍ବୃତ୍ତି
ଦେଖଣା
ନିର୍ବୃତ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍+ବୃତ୍ ଧାତୁ+ଭାବ. ତି)
[ସମ୍ପାଦନା]- ୧. ସମାପ୍ତି; ନିଷ୍ପତ୍ତି —୧. Completion; final accomplishment; disposal.
- ୨. ସିଦ୍ଧି —୨. Success.
- ୩. ଶେଷ —୩. Cessation.
- ୪. ଆଗମନ —୪. Approach.
- ୫. ସନ୍ତୋଷ — ୫. Satisfaction; contentment.
- ୬. ତୃପ୍ତି —୬. Gratification.
- ୭. ମୋକ୍ଷ; ମୁକ୍ତି —୭. Emancipation; battitude.
ବିଶେଷଣ - (ବହୁବ୍ରୀହି; ନିର୍+ବୃତ୍ତି)
[ସମ୍ପାଦନା]ବୃତ୍ତି ବା ଜୀବୀକା ରହିତ; ଜୀବିକା ଶୁନ୍ୟ —Destitude of livelihood or employment; resourceless.