ନିର୍ବେଦକ
ଦେଖଣା
ନିର୍ବେଦକ
ଉଚ୍ଚାରଣ
[ସମ୍ପାଦନା](ନିର୍ବେଦନା—ସ୍ତ୍ରୀ)
ସଂସ୍କୃତ - .ବିଶେଷଣ - ପୁଂ, (ବହୁବ୍ରିହ; ନିର୍+ବେଦନା)
[ସମ୍ପାଦନା]- ୧. ବେଦନା ରହିତ —୧. Painless.
- ୨. ଅଚେତନ — ୨. Insensible.
- ୩. ନିଷ୍ଟେନ୍ଦ୍ରିୟ — ୩. Destitude of sensibility or organ.
ବିଶେଷ୍ୟ -
[ସମ୍ପାଦନା]- ୧. ବିବାହ —୧. Marriage.
- ୨. ଭୋଗ —୨. Enjoyment.
- ୩. ମୂର୍ଛା —୩. Fit; insensibility.
- ୪. ଲାଭ —୪. Profit.