ନିର୍ବ୍ୱାଚ୍ୟ
ଦେଖଣା
ନିର୍ବ୍ୱାଚ୍ୟ
ଉଚ୍ଚାରଣ
[ସମ୍ପାଦନା](ନିର୍ବାଚ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ନିର୍+ବାଚି ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ନିରୂପଣୀୟ —୧. Ascertainable.
- ୨. ବ୍ୟାଖ୍ୟେୟ —୨. Explainable.
- ୩. ଅନିନ୍ଦନୀୟ —୩. Unblamable.
- ୪. ଅକଥ୍ୟ —୪. Improper to be said.
- ୫. ଅନିର୍ବନୀୟ —୫. Unspeakkable.
- ୬. ନିର୍ବାଚିତ ହେବା ଯୋଗ୍ୟ — ୬. Fit to be selected.
- ୭. ନିର୍ବଚନୀୟ (ଦେଖ) - —Nirbachanīya (See)