ନିର୍ବ୍ୱାପ
ଦେଖଣା
ନିର୍ବ୍ୱାପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍ ଧାତୁ=ବୁଣିବା; ଦାନ କରିବା+ ଭାବ. ଅ)
[ସମ୍ପାଦନା]- ୧. ନିବାପ; ମୃତ ବ୍ୟକ୍ତିର ଉଦ୍ଦେଶ୍ୟରେ ଦାନ —୧. Offerings to one's dead ancestors; tuneral gifts; oblation.
- ୨. ଦାନ —୨. Gift.
- ୩. ନିଭାଇ ଦେବା — ୩. Extingushing (of a light).
- ୪. ବିନାଶ; ବଧ — ୪. Killing; murder; slaughter.
- ୫. ଶାନ୍ତ କରାଇବା —୫. Satiating; allaying.
- ୬. ବିନାଶନ —୬. Destruction.
- ୭. ସୁଖୀ କରିବା — ୭. Satisfying; making happy.