ନିର୍ବ୍ୱାପିତ
ଦେଖଣା
ନିର୍ବ୍ୱାପିତ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ - (ନିର୍ ଧାତୁ+ଣିଚ୍. ବାପି ଧାତୁ+କର୍ମ. ତ)
- ୧. ନାଶିତ —୧. Destroyed.
- ୨. ନିହତ —୨. Killed; slaughtered.
- ୩. ଦତ୍ତ —୩. Given up; offered.
- ୪. ଲିଭାଇ ଦିଆ ଯାଇଥିବା — ୪. Extinguished; put out.
- ୫. ପ୍ରଶମିତ —୫. Cooled; allayed; alleviated.