ନିର୍ଭରେ
ନରକେ ପଡିବ ନିର୍ଭରେ ଅଜାତି ହୋଇବ ଜାତିରେ—ଭୁପିତ. ପ୍ରେମପଞ୍ଚାମୃତ
ଭୟାତ ଦେଖି ଗୁରୁତରେ ପ୍ରଜାର କମ୍ପିଲେ ନିର୍ଭରେ—ଜଗନ୍ନାଥ ଭାଗବତ