Jump to content

ନିର୍ଭର୍ତ୍ସନ

ଉଇକିଅଭିଧାନ‌ରୁ

ନିର୍ଭର୍ତ୍ସନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍+ଭର୍ତ୍ସନ)

[ସମ୍ପାଦନା]
୧. ତିରସ୍କାର — ୧. Rebuke; reproach; reprimand; abuse.
୨. ନିନ୍ଦା —୨. Blame.
୩. ଅଳକ୍ତକ; ଅଳତା —୩. Lac-day.