ନିର୍ଭା
ଦେଖଣା
ନିର୍ଭା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିର୍ବାହ)
[ସମ୍ପାଦନା]- ୧. ନିଷ୍ପତ୍ତି; ମୀମାଂସା —୧. Decision.
- ୨. ସମ୍ପାଦନ; ନିର୍ବାହ —୨. Completion; accomplishment.
ମୁଁ ଚଲେ ଯାଗା ନିର୍ଭା କେବେହେଁ ନୋହିବ— କୃଷ୍ଣସିଂହ. ମହାଭାରତ. ସଭା
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନିଷ୍ପନ୍ନ; ସମ୍ପାଦିତ —୧. Accomplished.
- ୨. ପରିଚାଳିତ —୨. Managed.
- ୩. ନିର୍ମିତ —୩. Made.