Jump to content

ନିର୍ଭାଗତ

ଉଇକିଅଭିଧାନ‌ରୁ

ନିର୍ଭାଗତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିର୍ବାହୀତ)

[ସମ୍ପାଦନା]
୧. ନିଷ୍ପାଦିତ; ନିଷ୍ପନ୍ନ — ୧. Accomplished.
୨. ପ୍ରଚଳୀତ —୨. Current.
୩. ସଂସାରରେ ବା ସମାଜରେ ଚଳିଯାଉଥିବା — ୩. Getting on in the world of society.