ନିର୍ଭା ହେବା
ଦେଖଣା
ନିର୍ଭା ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଚଳାଚଳ ହେବା — ୧. To get on in the world.
- ୨. ସମ୍ପନ୍ନ ହେବା —୨. To be accomplished.
ଏ ମର୍ତ୍ତ୍ୟରେ ଆନ ହାତରେ ଏହି କଥା ନିର୍ଭା ହେବା ଅସମ୍ଭବ ହେବ ବଳବନ୍ତ—କୃଷ୍ଣସିଂହ. ମହାଭାରତ, ବନ
- ୩. ଜୀବନ ଯାପନ କରିବା — ୩. To pass one's time.
- ୪. ସମାପ୍ତ ହେବା —୪. To be completed.
କିପାଁ ନିର୍ଭା ହେବା ଭାରତ ମୋ ମୁଖରେ— କୃଷ୍ଣସିଂହ. ମହାଭାରତ. ସଭା
- ୫. ନିର୍ମିତ ହେବା —୫. To be built.