Jump to content

ନିର୍ଭ୍ରମ

ଉଇକିଅଭିଧାନ‌ରୁ

ନିର୍ଭ୍ରମ

ଉଚ୍ଚାରଣ

[ସମ୍ପାଦନା]

(ନିର୍ଭ୍ରାନ୍ତ—ଅନ୍ୟରୂପ)

(ନିର୍ଭ୍ରମା—ସ୍ତ୍ରୀ) 

ସଂସ୍କୃତ - ବିଣ—(ବହୁବ୍ରୀହି; ନିର୍+ଭ୍ରମ)

[ସମ୍ପାଦନା]
୧. ଭ୍ରମରହିତ — ୧. Free from error.
୨. ନିଃସନ୍ଦେହ — ୨. Doubtless; unmistaken.

ପୁଲିଙ୍ଗ -

[ସମ୍ପାଦନା]
୩. ଯେ ଭ୍ରମ କରେ ନାହିଁ — ୩. Not committing mistakes.