ନିର୍ଭୟ
ଦେଖଣା
ନିର୍ଭୟ
ଉଚ୍ଚାରଣ
[ସମ୍ପାଦନା](ନିର୍ଭୟା—ସ୍ତ୍ରୀ)
(ନିର୍ଭୟତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଭୟ)
[ସମ୍ପାଦନା]- ୧. ନିର୍ଭିକ; ନିଃଶଙ୍କ —୧. Fearless; undaunted.
- ୨. ସାହସୀ —୨. Bold.
- ୩. ଅଭୟ; ଭୟଶୁନ୍ୟ —୩. Free from fear.
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଶ୍ରେଷ୍ଠ ଅଶ୍ୱ —୧. An excellent horse.
- ୨. ଭୟଶୂନ୍ୟତା —୨. Security; fearlessness.