Jump to content

ନିର୍ମଦ

ଉଇକିଅଭିଧାନ‌ରୁ

ନିର୍ମଦ

ଉଚ୍ଚାରଣ

[ସମ୍ପାଦନା]
(ନିର୍ମଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରହୀ; ନିର୍+ମଦ)

[ସମ୍ପାଦନା]
୧. ମତ୍ତତାଶୂନ୍ୟ — ୧. Sober; unintoxicated.
୩. ମଦ ଜଳ ରହିତ (ହସ୍ତୀ) —୩. (elephant) Destitute of the juice which flows from its temples when in rut.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ମଦକ୍ଷରଣରହିତ ହସ୍ତୀ — A male elephant which emits no juice from its temples when in rut.