Jump to content

ନିର୍ମନୁଷ୍ୟ

ଉଇକିଅଭିଧାନ‌ରୁ

ନିର୍ମନୁଷ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ମନୁଷ୍ୟ)

[ସମ୍ପାଦନା]
୧. ଜନଶୂନ୍ୟ — ୧. Depopulated.
୨. ନିର୍ଜନ —୨. Solitary; lonely.
୩. ଜନବସତିହୀନ —୩. Desolate; uninhabited.