Jump to content

ନିର୍ମମ

ଉଇକିଅଭିଧାନ‌ରୁ

ନିର୍ମମ

ଉଚ୍ଚାରଣ

[ସମ୍ପାଦନା]
(ନିର୍ମମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍=ନାହିଁ+ଯମ=ମମତା ଯାହାର)

[ସମ୍ପାଦନା]
୧. ମମତାଶୂନ୍ୟ; ନିଃସ୍ୱାର୍ଥ —୧. Unselfish.
୨. ବାସନାରହିତ — ୨. Disinterested; having no desire.
୩. ନିର୍ଦ୍ଦୟ —୩. Cruel; unkind.
୪. କୃପାହୀନ —୪. Pitiless; relentless; servere.