Jump to content

ନିର୍ମର୍ଯ୍ୟାଦ

ଉଇକିଅଭିଧାନ‌ରୁ

ନିର୍ମର୍ଯ୍ୟାଦ

ଉଚ୍ଚାରଣ

[ସମ୍ପାଦନା]
(ନିର୍ମର୍ଯ୍ୟାଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ମର୍ଯ୍ୟଦା)

[ସମ୍ପାଦନା]

ମର୍ଯ୍ୟଦା ବା ସମ୍ଭମଶୂନ୍ୟ —Destitute of honor; dishonourable.