ନିର୍ମର୍ଯ୍ୟାଦା
ଦେଖଣା
ନିର୍ମର୍ଯ୍ୟାଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅମର୍ଯ୍ୟାଦା)
[ସମ୍ପାଦନା]ମର୍ଯ୍ୟଦାର ଅଭାବ; ଅମର୍ଯ୍ୟାଦା —Want of due respec
ଗୁଣି ନିମର୍ଯ୍ୟାଦାରେ ପ୍ରବର୍ତ୍ତିଲା ଯୁଦ୍ଧ ହେଲେ ଯେ ଦୁଇକୂଳ ବୀରମାନେ ବଧ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ
ଦେଶଜ - ବିଶେଷଣ -
[ସମ୍ପାଦନା]ନିମର୍ଯ୍ୟାଦ (ଦେଖ) - —Nimarj̄yāda (See)
ଏଥିରୁ ଯେବେ ନିର୍ମର୍ଯ୍ୟାଦା ହୁଅଇ ବେଭାର, ତେବେଟି ନିର୍ମର୍ଯ୍ୟାଦା ହୁଅଇ ସଂସାର କୃଷ୍ଣସିଂହ. ମହାଭାରତ. ବନ