Jump to content

ନିର୍ମାଂସ

ଉଇକିଅଭିଧାନ‌ରୁ

ନିର୍ମାଂସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ମାଂସ)

[ସମ୍ପାଦନା]
୧. ମାଂସହୀନ — ୧. Fleshless; meatless.
୨. ଖାଦ୍ୟାଭାବରୁ ଅତି କ୍ଷୀଣଶରୀର — ୨. Emaciated for want of food.