ନିର୍ମାଇବା
ଦେଖଣା
ନିର୍ମାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିର୍ମାଇବା
|
ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ନିର୍ମାଣ)
[ସମ୍ପାଦନା]ନିର୍ମାଣ କରିବା; ସୃଷ୍ଟି କରିବା — To build; to raise; to construct; to create.
ବିଶାଳ ପୁର ସେ ନିର୍ମାଇ ତା ତହୁଁ ହେମ ଚନ୍ଦ୍ର ହୋଇ ଜଗନ୍ନାଥ, ଭାଗବତ