ନିର୍ମାତା
ଦେଖଣା
ନିର୍ମାତା
ଉଚ୍ଚାରଣ
[ସମ୍ପାଦନା](ନିର୍ମାତ୍ରୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନିର୍+ମା ଧାତୁ+କର୍ତ୍ତ. ତୃ; ୧ମା. ୧ବ)
[ସମ୍ପାଦନା]- ୧. ନିର୍ମାଣକାରୀ —୧. Building.
- ୨. ରଚୟିତା —୨. Composing.
ବିଶେଷ୍ୟ -
[ସମ୍ପାଦନା]- ୧. ସ୍ରଷ୍ଟା; ସୃଷ୍ଟିକର୍ତ୍ତା — ୧. Builder; creator; maker.
- ୨. କାରିଗର —୨. Architect; artisan.
- ୩. ଗ୍ରନ୍ଥକାର; ରଚକ ବ୍ୟକ୍ତି — ୩. Composer; auther.