ନିର୍ମାଳି
ଦେଖଣା
ନିର୍ମାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନାନକ ପନ୍ଥୀ ଶିଖ ସଂପ୍ରଦାୟବିଶେଷ; (ଏମାନେ ଏକାନ୍ତ ଈଶ୍ୱରନିଷ୍ଠ ଓ ଜୀବହିଂସାଦି ନ କରି ଅତି ପବିତ୍ର ଭାବରେ ଜୀବନ ଅତି— ବାହିତ କରନ୍ତି; କେହି ଏମାନଙ୍କୁ ବୈଷ୍ଣବ ସଂପ୍ରଦାୟଭୂକ୍ତ ବୋଲି କହନ୍ତି; ଏଥର ପ୍ରବର୍ତ୍ତକ ରାମ ଦାସ ନାମକ ଜଣେ ସାଧୁ ଥିଲେ; ଏମାନେ ଗେରୁଆ ଲୁଗା ପିନ୍ଧନ୍ତି ଓ ସନ୍ନ୍ୟାସୀଙ୍କ ପରି ଚଳନ୍ତି) A sect of Sikhs.