Jump to content

ନିର୍ମାୟ

ଉଇକିଅଭିଧାନ‌ରୁ

ନିର୍ମାୟ

ଉଚ୍ଚାରଣ

[ସମ୍ପାଦନା]
(ନିର୍ମାୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍=ନାହିଁ+ମାୟା)

[ସମ୍ପାଦନା]
୧. ଆମାୟିକ; ମାୟା ବିରହିତ; ଛଳହୀନ — ୧. Not deceitful.
୨. ସରଳ —୨. Frank.