ନିର୍ମୁଟ
ଦେଖଣା
ନିର୍ମୁଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍+ମୂଟ୍ ଧାତୁ=ଚୂର୍ଣ୍ଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ସୂର୍ଯ୍ୟ —୧. The sun.
- ୨. ଅପୁଷ୍ପ ବୃକ୍ଷ; ବନସ୍ପତି —୨. A tree bearing fruits without flowers.
- ୩. ନିଷ୍କର ହାଟ —୩. Rentfree fair or market.
- ୪. ଖର୍ପର —୪. Skull.
- ୫. ଶଠବ୍ୟକ୍ତି; ଠକ —୫. A Knave; a cheat.
- ୬. ତସ୍କର —୬. A thie.