Jump to content

ନିର୍ମୂଳ

ଉଇକିଅଭିଧାନ‌ରୁ

ନିର୍ମୂଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହୀ; ନିର୍+ମୂଳ)

[ସମ୍ପାଦନା]
୧. ମୂଳହୀନ — ୧. Destitute of root, origin or foundation.
୨. ସମୂଳେ ବିନଷ୍ଟ —୨. Extinct; eradicated; extirpated.
୩. ମୂଳୋତ୍ପାଟିତ; ଉତ୍ଖ୍ୟାତ —୩. Uprooted; pulled up by the root.

କରିଦେବ ସମସ୍ତେ ପ୍ରାଣୀଙ୍କି ନିର୍ମୂଳ—କୃଷ୍ଣସିଂହ. ମହାଭାରତ. ସଭା

ଦେଶଜ - ବିଶେଷଣ -

[ସମ୍ପାଦନା]

ନିର୍ବଂଶ —Issueless.