Jump to content

ନିର୍ମୃଷ୍ଟ

ଉଇକିଅଭିଧାନ‌ରୁ

ନିର୍ମୃଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ମୃଜ୍ ଧାତୁ=ମାଜିବା+କର୍ମ. ତ)

[ସମ୍ପାଦନା]
୧. ମାର୍ଜିତ —୧. Rubbed out.
୨. ପାଲିସ୍ କରାଯାଇଥିବା —୨. Polished.
୩. ପୋଛା ହୋଇଥିବା —୩. Wiped out.