ନିର୍ମୋକ
ଦେଖଣା
ନିର୍ମୋକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନିର୍+ମୂଚ୍ ଧାତୁ=ତ୍ୟାଗ କରିବା+କର୍ମ. ଅ)
[ସମ୍ପାଦନା]- ୧. ସାପର କାତି —୧. Slough of a serpent.
- ୨. ସାଞ୍ଜୁ —୨. Coat of arms; armour; mail.
- ୩. ଆକାଶ —୩. The sky.
- ୪. (+ଭାବ. ଅ)—ମୁକ୍ତି; ମୋକ୍ଷ — ୪. Final beatitude.
- ୫. (ନାମ) ସାବର୍ଣ୍ଣି ମନୁଙ୍କର ଏକ ପୁତ୍ର — ୫. Name of a son of Sābarṇṇi Manu.