Jump to content

ନିର୍ଯନ୍ତ୍ରଣ

ଉଇକିଅଭିଧାନ‌ରୁ

ନିର୍ଯନ୍ତ୍ରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍+ଯନ୍ତ୍ର ଧାତୁ=ସଂକୁଚିତ କରିବା+ଭାବ. ଅନ)

[ସମ୍ପାଦନା]

ସ୍ୱାତନ୍ତ୍ର୍ୟ —Independence.

ବିଶେଷଣ -

[ସମ୍ପାଦନା]
୧. (ବହୁବ୍ରୀହି; ନିର୍+ଯନ୍ତ୍ରଣା)—ଉଚ୍ଛୃଙ୍ଖଳ — ୧. Unrestrained; perverse.
୨. ଅବାଧ; ଅନର୍ଗଳ — ୨. Without hindrance; unimpeded.
୩. ଅନିବାରିତ —୩. Unobstructed; uncontrolled.
୪. ଯନ୍ତ୍ରଣାରହିତ —୪. Painless.