ନିର୍ଯାଣ
ଦେଖଣା
ନିର୍ଯାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍+ଯା ଧାତୁ=ଯିବା+ଭାବ. ଅନ)
[ସମ୍ପାଦନା]- ୧. ନିର୍ଗମନ; ବହିର୍ଗମନ — ୧. Setting out; going forth.
- ୨. ନିଷ୍କ୍ରମଣ; ନିଃସରଣ; ପ୍ରସ୍ଥାନ —୨. Departure.
- ୩. ଲୋପ ହେବା —୩. Vanishing.
- ୪. ନିର୍ବାଣ; ମୂକ୍ତି —୪. Emancipation, beatitude.
- ୫. ପ୍ରାଣବାୟୂର ଦେହ ପରିତ୍ୟାଗ; ମୃତ୍ୟୁ —୫. Death.
- ୬. (+ଅଧିକରଣ. ଅନ)—ପଶୁର ପୃଷ୍ଠାସନ; ଜୀନ୍ — ୬. Saddle.
- ୭. ଗଜାପାଙ୍ଗ; ହସ୍ତୀର ଚକ୍ଷୂ କୋଣର ପ୍ରାନ୍ତ — ୭. The outer corner of an elephant's eye
- ୮. (+କରଣ. ଅନ) ପଶୁର ପାଦ ବନ୍ଧନ ରଜ୍ଜୁ — ୮. Rope for tying the feet of animals.
- ୯. ଗଦି —୯. Pad; cushion.