Jump to content

ନିର୍ଲଜ୍ଜ

ଉଇକିଅଭିଧାନ‌ରୁ

ନିର୍ଲଜ୍ଜ

ଉଚ୍ଚାରଣ

[ସମ୍ପାଦନା]
(ନିର୍ଲଜ୍ଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ଲଜ୍ଜା)

[ସମ୍ପାଦନା]
୧. ଲଜ୍ଜାହୀନ — ୧. Shameless; impudent; brazenfaced.
୨. ମାନନାହୀନ; ଅମାନିଆ —୨. Immodest.
୩. ଅଶ୍ଳୀଳ —୩. Indecent.