Jump to content

ନିର୍ଲିପ୍ତ

ଉଇକିଅଭିଧାନ‌ରୁ

ନିର୍ଲିପ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ଲିପ୍. ଧାତୁ=ଲେପନ କରିବା+କର୍ମ. ତ)

[ସମ୍ପାଦନା]
୧. ନିଃସମ୍ପର୍କ; ସମ୍ୱନ୍ଧଶୂନ୍ୟ —୮. Unconnected; unrelated; unconnected;
୨. ଅନାସକ୍ତ —୨. Indifferent; unattached.
୩. ପ୍ରଲେପହୀନ —୩. Unanointed; unsmeared.
୪. ସ୍ୱାଧୀନ; ମୁକ୍ତ —୪. Freed; liberated.
୫. ନିର୍ମଳ —୫. Undefiled; stainless.
୬. ସ୍ୱତନ୍ତ୍ର —୬. Separate.
୭. ରାଗ ଦ୍ୱେଷ ଆଦିରୁ ମୁକ୍ତ —୭. Free from passions.