Jump to content

ନିର୍ଲୋଡ଼ିତ

ଉଇକିଅଭିଧାନ‌ରୁ

ନିର୍ଲୋଡ଼ିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିର୍+ଲୋଡ଼ିତ)

[ସମ୍ପାଦନା]
୧. ସମାଲୋଚିତ — ୧. Criticised.
୨. ସମ୍ୟକ୍ ବିବେଚିତ —୨. Well considered.
୩. ତଦନ୍ତ କରାଯାଇଥିବା —୩. Investigated.