ନିର୍ହାର
ଦେଖଣା
ନିର୍ହାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍+ହୃ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ବହିଷ୍କରଣ —୧. Bringing out.
- ୨. ଉତ୍ପାଟନ —୨. Taking out by the root.
- ୩. ସଂସ୍କାରାର୍ଥ ଶବ ବହିଷ୍କରଣ — ୩. Bringing out a dead body of the house for cremation.
- ୪. ମୂଳୋତ୍ପୋଟନ —୪. Eradication.
- ୫. ଶବଦାହ —୫. Cremation.
- ୬. ଅଗ୍ନିଦାହ —୬. Combustion; burning.
- ୭. ବିଦ୍ଧ ଶଲ୍ୟାଦି ଶରୀରରୁ ବାହାର କରିବା — ୭. Extraction of arrow etc. pierced into the body.
- ୮. ଯଥେଷ୍ଟ ବିନିଯୋଗ — ୮. Sufficient application.
- ୯. ମଳ ମୂତ୍ରାଦି ତ୍ୟାଗ —୯. Answering the calls of nature; discharge of refuse matters from the body.
- ୧. ବହୁ ଦୂର ପ୍ରସାରିତ ସୁଗନ୍ଧ — ୧୦. A far diffused fragrance.
- ୧୧. ସମ୍ପତ୍ତି —୧୧. Wealth.