Jump to content

ନିର୍ହାରକ

ଉଇକିଅଭିଧାନ‌ରୁ

ନିର୍ହାରକ

ଉଚ୍ଚାରଣ

[ସମ୍ପାଦନା]
(ନିର୍ହାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନିର୍+ହୃ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ବହୁ ଦୂରବ୍ୟାପକ ଗନ୍ଧବିଶିଷ୍ଟ — ୧. With fragrance diffused far.
୨. ନିର୍ହରଣକର୍ତ୍ତା; ଯେ ବାହାର କରେ — ୨. Extracting; bringing out; drawing out.
୩. ମଡ଼ାସାଙ୍ଗିଆ; ଶବବାହକ — ୩. Carrying the dead body.
୪. ଶବଦାହକ —୪. Cremating.
୫. ଧନୀ —୫. Wealthy.
୬. ଅପହାରକ —୬. Stealing.