Jump to content

ନିରୟ

ଉଇକିଅଭିଧାନ‌ରୁ

ନିରୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍=ନିକୃଷ୍ଟ+ଅୟ=ଗତି, ସ୍ଥାନ; କିମ୍ୱା ନିର୍ =ନିର୍ଗତ ହୋଇଅଛି+ଅୟ=ସୁଖ, ସୌଭାଗ୍ୟ ଯେଉଁ ଠାରୁ; ବହୁବ୍ରୀହି)

[ସମ୍ପାଦନା]
୧. ନରକ; ପରଲୋକରେ ପାପର ଦଣ୍ଡଭୋଗ ସ୍ଥାନ —୧. Hell.
୨. ଦୁର୍ଗତି —୨. Misery; distress.

ଜାଣୁଛି ଏ ନିରୟେ ଯିବୁ ବୁଡ଼ି କୃଷ୍ଣସିଂହ. ମହାଭାରତ ସଭା