Jump to content

ନିଲକ୍ଷଣ

ଉଇକିଅଭିଧାନ‌ରୁ

ନିଲକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

(ନିଲକ୍ଷଣା—ଅନ୍ୟରୂପ)

(ନିଲକ୍ଷଣୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ନିର୍ଲକ୍ଷଣ)

[ସମ୍ପାଦନା]
୧. ସୁଲକ୍ଷଣହୀନ — ୧. Having no auspicious sign.

ନିଲକ୍ଷଣୀ ପାଇଁ କିମ୍ପା ଏତେ ଦୁଃଖ ସହିତ— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

୨. ଅଲକ୍ଷଣା; ମନ୍ଦ ଆଚରଣବିଶିଷ୍ଟ — ୨. Having bad or cursed habits.

ମୁଁ ହୀନ ନିଲକ୍ଷଣୀ ମଲି, ତୋତେ ଏକାକୀ ଛାଡ଼ି ଗଲି—ରାମଦାସ. ଦାର୍ଢ଼୍ୟତାଭକ୍ତି


୩. କୁତ୍ସିତ —୩. Bad; evil.
୪. ହୀନ; ତୁଚ୍ଛ —୪. Mean; low.