Jump to content

ନିଲଜ

ଉଇକିଅଭିଧାନ‌ରୁ

ନିଲଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନିଲଜା, ନିଲଜିଆ, ନିଲଜ୍ୟା—ଅନ୍ୟରୂପ)

(ନିଲଜୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ସଂସ୍କୃତ - ନିର୍ଲ୍ଲଜ୍ଜ)

[ସମ୍ପାଦନା]

ନିର୍ଲଜ୍ଜ (ଦେଖ) - Nirlajja (See)

ନୟନୁ ଉପୁଡ଼ି ଗଲା ନିଲଜ ଢାଙ୍କୁଣି—ପ୍ରାଚୀ. ରହସ୍ୟମଞ୍ଜରୀ