ନିଲଜପଣ
(ନିଲଜପଣିଆ[ଆଁ]—ଅନ୍ୟରୂପ)
ଲଜ୍ଜାହୀନତା — Shameless-ness.
ତଥାପି ନିଲଜପଣିଆ ପୁଚ୍ଛଳ ମୁହିଁ—ପ୍ରାଚୀ, ରହସ୍ୟମଞରୀ