Jump to content

ନିଲଠା

ଉଇକିଅଭିଧାନ‌ରୁ

ନିଲଠା

ଉଚ୍ଚାରଣ

[ସମ୍ପାଦନା]

(ନିଲଠିଆ—ଅନ୍ୟରୂପ)

(ନିଲଠୀ, ନିଲଠେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ନିର୍ଲଜ୍ଜ) (ଗାଳିବିଶେଷ)

[ସମ୍ପାଦନା]

ଅଲାଜୁକ; ଲଜ୍ଜାହୀନ —Shameless.