ନିଲାଠାପଣିଆଁ
(ନିଲଠାପଣ—ଅନ୍ୟରୂପ)
ଲଜ୍ଜାହୀନତା — Shameless-ness.
କରଣ ଘର ବୋଲି ଝିଅକୁ ଥବୁଡ଼ି କରି ଘରେ ରଖିବା ସେଇଟା ନିହାତି ନିଲଠାପଣିଆ— ଫକୀରମୋହନ ଗଳ୍ପ