ନିଲାମ
ଦେଖଣା
ନିଲାମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ନିଲାମ୍; ତୁଳ. ପର୍ତ୍ତୃଗୀଜ୍. ନିଲାମ୍, ଲିଲାମ୍)
[ସମ୍ପାଦନା]ପୂର୍ବରୁ ସର୍ବସାଧରଣଙ୍କୁ ଜଣାଇବା ପରେ ନିର୍ଦ୍ଦିଷ୍ଟ ଦିବସରେ ଓ ସ୍ଥାନରେ କୌଣସି ବସ୍ତୁ ବା ସମ୍ପତ୍ତିକୁ କିଣିବାକୁ ଇଚ୍ଛୁକ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେ ସର୍ବୋଚ୍ଚ ମୂଲ୍ୟରେ କିଣିବାକୁ ଡାକ ଦିଅନ୍ତି ତାଙ୍କୁ ପ୍ରକାଶ୍ୟରେ ବିକ୍ରୟ କରିବାର ରୀତି — Auction sale; public sale.
ବିଶେଷଣ -
[ସମ୍ପାଦନା]ନିଲାମ (ଦେଖ) - —Nilāmi (See)