Jump to content

ନିଲାମଇସ୍ତିହାର

ଉଇକିଅଭିଧାନ‌ରୁ

ନିଲାମଇସ୍ତିହାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେ,ବିଶେଷଣ - (ଆ) (କଚରିଆ) (ଆରବୀ - ନିଲାମ୍ +ଇସ୍ତାହାର)

[ସମ୍ପାଦନା]

କୌଣସି ସମ୍ପତ୍ତି ନିଲାମ ହେବା ସମ୍ୱନ୍ଧେ ପୂର୍ବରୁ ସର୍ବସାଧାରଣଙ୍କୁ ନିଲାମର ତାରିଖ ଓ ସର୍ତ୍ତ ଓ ସ୍ଥାନ ଆଦି ଜଣାଇବା ପାଇଁ ପ୍ରକାଶିତ ବିଜ୍ଞାପନ —Proclamation for sale by auction of a certion property.