ନିଲାମଦାର୍
ଦେଖଣା
ନିଲାମଦାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (କଚିରିଆ) (ଆରବୀ - ନିଲାମ ଓ ଫାରାସୀ - ଦାର୍)
[ସମ୍ପାଦନା]- ୧. ନିଲାମ ଖରିଦଦାର (ଦେଖ) - ୧. Nilāma kharidadaāra (See)
- ୨. ଯେଉଁ ବ୍ୟକ୍ତି କୌଣସି ସମ୍ପତ୍ତକୁ ନିଲାମ ରୀତିରେ ବିକ୍ରୟ କରେ —୨. Auctioneer.
- ୩. ଯେଉଁ ବ୍ୟକ୍ତି ଆପଣାର ପ୍ରାପ୍ୟ ପାଇବା ପାଇଁ ଦେଣଦାରର ସମ୍ପତ୍ତିକୁ ନିଲାମ ଉଠାଏ — ୩. One who bring the property of his debtor to auction sale to satisfy his dues.