Jump to content

ନିଲାମି

ଉଇକିଅଭିଧାନ‌ରୁ

ନିଲାମି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଆରବୀ - )—(କଚିରିଆ)

[ସମ୍ପାଦନା]
୧. ନିଲାମ ହେବାର ଯୋଗ୍ୟ —୧. Auctionable.
୨. ଯାହା ନିଲାମ ହେବ — ୨. Going to be sold by auction.
୩. ନିଲାମରେ କ୍ରୀତ ବା ବିକ୍ରୀତ — ୩. Purchased or sold at auction.
୪. ନିଲାମ ସମ୍ୱନ୍ଧୀୟ —୪. Relating to auction sale.

ବିଶେଷ୍ୟ -

[ସମ୍ପାଦନା]

ନିଲାମ (ଦେଖ) - —Nilāma (See)